କୋମନା: ସରଧାପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା ଜାଇଛି ହେଲେ ଆସୁନି ପାଣି, ଗ୍ରାମରେ ମହିଳା ମାନଙ୍କ ପ୍ରତିକ୍ରିୟା #jansamasya
Komna, Nuapada | Apr 18, 2025 ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା ଜାଇଛି ହେଲେ ଆସୁନି ପାଇପ ରେ ପାଣି ଗ୍ରାମ ବାସୀ ଅସୁବିଧାର ସମ୍ମୁଖିନ। ସୂଚନା ମୁତାବକ ନୂଆପଡା ଜିଲ୍ଲା ସରଧାପୁର ଗ୍ରାମର ମିର୍ଧାପଡ଼ାରେ ପାଇପ ବିଛା ଯାଇଛି ହେଲେ 30 ପରିବାର କୁ ପାଣି ଆସୁନି ତେବେ ଏ ନେଇ ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ଗ୍ରାମ ପରିସରରେ ପ୍ରତିକ୍ରିୟା ରଖି ଅସୋନ୍ତସ ପ୍ରକାଶ କରିଛନ୍ତି ଗ୍ରାମର ମହିଳା