ଆଜି ଜାନୁଆରୀ 31 ତାରିଖ ଗୋଟିଏ ପଟେ ସଡ଼କ ସୁରକ୍ଷା ମାସ ଚାଲିଛି , ଅନ୍ୟ ପଟେ କମ୍ପାନୀର ଗାଡ଼ି ବିନା ନମ୍ୱର ପ୍ଲେଟ ରେ ଚାଲିବା ସହ ସଡ଼କ ରେ ବିପଦ ସୃଷ୍ଟି କରି ଚାଲିଛି। ଏପରି ଏକ ଅଭାବନୀୟ ଘଟଣା ଆଜି ସରବହାଲ ଗ୍ରାମବାସୀଙ୍କୁ ଚକିତ କରିଛି। ପ୍ରଶାସନର ଆଖି ଆଗରେ ଓ ସ୍ପଷ୍ଟ ଦିବା ଲୋକରେ ଏପରି ଜଘନ୍ୟ କାମ ହେଉଥିବା ବେଳେ ଅନ୍ଧାରରେ କଣ ହେଉ ନ ଥିବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ବେଆଇନ କାରବାର ଆଜି ପୂର୍ବାହ୍ନ,11:40 ସମୟରେ ଲୋକ ଲୋଚନକୁ ଆସିବା ପରେ ଗଣ ମାଧ୍ୟମ ନଜରକୁ ଆସିଛି। OCPL କୋଇଲା ଖଣିର ଖଣି ଓ ଉତ୍ତୋଳନ କରୁଥିବା BGR କମ୍ପାନୀ ଏହି କାମ କରୁଛି। ଗାଡ଼ିର ପର