ସୋମବାର ଟାଟା ପାୱାର ସପ୍ଲାଇ କମ୍ପାନୀ TPSODL ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆସନ୍ତା କାଲି ମଙ୍ଗଳବାର ଦିନ ସୋନପୁର ଗ୍ରୀଡ ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ଯ ନିମନ୍ତେ ମନମୁଣ୍ଡା ବିଦ୍ୟୁତ ସବଡିଭିଜନର ସମସ୍ତ ଅଞ୍ଚଳରେ 10 ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିବ l ଆସନ୍ତା ୦୯.୧୨.୨୦୨୫ ରିଖ ମଙ୍ଗଳବାର ଦିନ ସକାଳ ୮ ଘଣ୍ଟା ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ମନମୁଣ୍ଡା ସବଡ଼ିଭିଜନର ମନମୁଣ୍ଡା, କଣ୍ଟାମାଳ, ଘଣ୍ଟାପଡା, ବାଉଁସୁଣୀ ଓ ଜନ୍ହାପଙ୍କ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ l