କୋରାପୁଟ ସହର: କୋରାପୁଟ ପଞ୍ଚଡା ପଂଚାୟତ ଆମ୍ଳିଆମଗୁଡା ନିକଟ ଶିବ ମନ୍ଦିର ନିକଟରେବସସହଵାଏକଆରୋହୀମୁହାମୁହି ଧକା। ବାଇକଆରୋହୀଗୁରୁତର।
ଆଜି ଅପରାହ୍ନ ଚାରି ଟା ସମୟରେ କୋରାପୁଟ ଜିଲ୍ଲା laxmipur ବ୍ଲକ୍ ପଞ୍ଚଡା ପଂଚାୟତ ଆମ୍ଳିଆମଗୁଡା ନିକଟ ଶିବ ମନ୍ଦିର ନିକଟରେ ବସ ସହ ଵାଏକ ଆରୋହୀ ମୁହାମୁହି ଧକା। ବାଇକ୍ ଆରୋହୀ ଙ୍କୁ ସଙ୍କଟାପରନ ଅବସ୍ଥାରେ କୋରାପୁଟ ବଡ ମେଡ଼ିକାଲ୍ ରେ ଭର୍ତି।