ତେଲକୋଇ: କନ୍ତଲେଇ ଗାଁରେ ପସିଲେ ଗୋଠ ଛଡ଼ା ଦୁଇଟି ହାତୀ ,ହାତୀକୁ ନେଇ ଗାଁରେ ଭୟର ବାତାବରଣ
କନ୍ତଲେଇ ଗାଁରେ ପସିଲେ ଗୋଠ ଛଡ଼ା ଦୁଇଟି ହାତୀ ,ହାତୀକୁ ନେଇ ଗାଁରେ ଭୟର ବାତାବରଣ , ପାଖ ଜଙ୍ଗଲ ଦଣ୍ଡା ହୁଳୀ ଠାରୁ ଆସି ଗାଁରେ କିଛି ସମୟ ଆତଙ୍କ ଖେଳାଇ ଜାମୁନାଳିଆ ମନ୍ଦିର ଜଙ୍ଗଲ ନିକଟକୁ ଯାଇଥିବାର ସୂଚନା । ଆଜି ରବିବାର ରାତ୍ରୀ ୧୧.୩୦ ମି.ର ସୂଚନା ।