ଅମ୍ବାଭୋନା: କର୍ଲା ଜଙ୍ଗଲ ରୁ ଏବଂ ଭଟଲି ହାଟପଦା ରୁ ବିପୁଳ ପରିମାଣରେ ମହୁଲ ପୋଚ ଓ ଦେଶୀ ମଦ ଜବତ କଲା ଭଟଲି ଅବକାରୀ ଓ ମୋବାଇଲ ଷ୍ଟାଫ
ଭଟଲି ଅବଜାରୀ ବିଭାଗ ଓ ମୋବାଇଲ ଷ୍ଟାଫ ର ମିକିତ ଚଢ଼ାଉ ରେ ଅମ୍ବାଭୋନା ବ୍ଲକ ର କର୍ଲା ନିକଟସ୍ଥ ଜଙ୍ଗଲ ରୁ 5800 ଲିଟର ମହୁଲପୋଚ ଓ 300 ଲିଟର ରନ୍ଧା ମଦ ଏବଂ ଅନ୍ୟ ଏକ ଚଢ଼ାଉ ରେ ଭଟଲି ହାଟପଦା ରୁ 25 ଲିଟର ଦେଶି ମଦ ଜବତ ଆଜି 9 AM ରୁ 12:30 PM ଭିତରେ କରାଯାଇଛି l