ରୁପ୍ରା ଗ୍ରାମରେ ଆଜି ଏକ ପାଗଳ କୁକୁର ୫ଜଣ ବ୍ୟକ୍ତିଙ୍କୁ କାମୁଡି ଥିବା ଜଣାପଡିଛି। ଉକ୍ତ ପାଗଳ କୁକୁର ପ୍ରଥମେ ରୁପ୍ରା ସୂନାମୁହିଁ ସାଗର ଆଡିରେ ଠିଆ ହୋଇଥିବା ନାଗପୁରର ରବିନ୍ଦ୍ର ମରେଇଙ୍କୁ କାମୁଡି ଥିଲା,ସୂଚନା ଯୋଗ୍ୟ ନାଗପୁରର ରବିନ୍ଦ୍ର ରୁପ୍ରା ଗ୍ରାମର ନିଜ ଶାଶୁଙ୍କ ଶୁଦ୍ଧିକ୍ରିୟାରେ ଯୋଗଦାନ କରିବା ପାଇଁ ଆସିଥିବା ବେଳେ କୁକୁର କାମୁଡି ଥିବା ଜଣାପଡିଛି। ସେହିପରି ରୁପ୍ରା ଗୋବିନ୍ଦପୁରର ଜଣେ ଛୋଟ ଶିଶୁଙ୍କୁ ଉକ୍ତ କୁକୁର କାମୁଡି ପୁଣି ରୁପ୍ରା ପଟକୁ ଆସି ଜଗନ୍ନାଥ ମନ୍ଦିର ଛକରେ ଆଉ ଗୋଟିଏ ଝିଅକୁ କାମୁଡି ଥିଲା । ଏଭଳି ସମୁଦାୟ ୫ଜଣଙ୍କୁ କାମୁଡ଼ି ଥିବା ସୁଚନା