କୌଣସି କାମରେ ନନ୍ଦପୁର ଆସି ବିଳମ୍ବିତ ରାତିରେ ନିଜ ଗାଁ ପଟାଙ୍ଗି ଫେରୁଥିବା ସମୟରେ ଲୁହାବା ଛକ ନିକଟରେ ଭାରସାମ୍ୟ ହରାଇ ସ୍କର୍ପିଓ ଗାଡି ଦୁର୍ଘଟଣା ର ଶିକାର ହୋଇଛନ୍ତି। ଦୁର୍ଘଟଣାରେ ଗାଡି ଆରୋହୀ ଦୁଇ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ପଟାଙ୍ଗି ଗ୍ରାମର ସିକନ୍ଦର ଭତରା (୩୭) ଓ ଲାଲୁ ଭୋଇ ଦୁଇ ସମ୍ପର୍କୀୟ ଭାଇ କୌଣସି କାମରେ ନନ୍ଦପୁର ଆସି ରାତ୍ର ପ୍ରାୟ ୧୦.୩୦ ଟା ସମୟରେ ଲୁହାବା ଛକ ନିକଟରେ