ଫୁଲବାଣୀ ସହର: ଖଜୁରିପଡା ଠାରେ ବିଭିନ୍ନ ଉନ୍ନୟନ ମୁଳକ କାଯ୍ୟକ୍ରମ କୁ ଗସ୍ତ କରିଛନ୍ତି ଫୁଲବାଣୀ ବିଧାୟକ
ଖଜୁରିପଡା ଠାରେ ବିଭିନ୍ନ ଉନ୍ନୟନ ମୁଳକ କାଯ୍ୟକ୍ରମ କୁ ଗସ୍ତ କରିଛନ୍ତି ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଶୁକ୍ରବାର ଦି ନ 11ରୁ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ମା୍ଆଥନ ବିଭିନ୍ନ ବିଦ୍ୟାଳୟ ସହ ନିର୍ମାଣ ଧିକ କାଯ୍ୟ କୁ ବୁଲି ଦେଖିଛନ୍ତି ବିଧାୟକ,ତାଙ୍କ ସୁଚନା ଅନୁସାରେ ଦୁତିପଡା, ଦୁତିମେଣ୍ଡି, ଖଜୁରୀପଡା, ଆର ନୁଆଁ ଗାଁ ର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ଓଡିଶା ସରକାରଙ୍କ ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡିଶା ଏବଂ ଜିଲ୍ଲା ପରିଷଦ ଖଜୁରୀପଡାଙ୍କ ଅନୁଦାନ ସହ ବିଧାୟକ ପାଣ୍ଠିରେ ନିର୍ମାଣ ହେଉଥିବା କିଛି ପ୍ରକଳ୍ପ, ବିଦ୍ୟାଳୟ ପରିଦର୍ଶନ ଏବଂ ବୃକ୍ଷ ରୋପଣ, ସାମାଜିକ କାର୍ଯ