ଢେଙ୍କାନାଳ ସଦର: ପାଇକ ପୁରୁଣା କୋଟ ଗ୍ରାମ ନିକଟରେ ମଦ ପୋଚଖାଇ ନିଶାରେ ଦନ୍ତା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ଅଞ୍ଚଳରେ ଜିଲ୍ଲାରେ ସର୍ବାଧିକ ହାତୀ ଲହିଛନ୍ତିା ଏଠାରେ ହାତୀ ମଣିଷକୁ ନେଇ ଅନେକ ଘଟଣା ଦୁର୍ଘଟଣାମାନ ଦେଖିବାକୁ ମିଳେ । କିନ୍ତୁ ଆଜିର ଏ ଦୃଶ୍ୟ ଅଭାବନୀୟ । ହାତୀ ସୋଇଥିବା ବେଳର ଦୃଶ୍ୟ ବିରଳ ଥିବା ବେଳେ ଏଠାରେ ଦେଖିବାକୁ ମିଳିଛି । ପାଇକ ପୁରୁଣା କୋଟ ଗ୍ରାମ ଗୋଚ୍ଛାୟତ ସାହି ନିକଟରେ ଦନ୍ତାଟି ନିଘୋଡ ନିଦରେ ଶୋଇରହିଛି।