ନବରଙ୍ଗପୁର ପୋଲିସ ଷ୍ଟେସନ: ଆରଏମସି ହାଟ ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାବ୍ଧି ବର୍ଷ ପାଳିତ
ଆରଏମସି ହାଟ ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାବ୍ଧି ବର୍ଷ ପାଳିତ ଗୋପବନ୍ଧୁ ଓ ପତଞ୍ଜଳି ପ୍ରଭାତ ଶାଖାର ମିଳିତରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ଶତାଦ୍ଦୀ ବର୍ଷ ଶ୍ରୀ ବିଜୟା ଦଶମୀ ଉତ୍ସବ ସ୍ଥାନୀୟ ଆରଏମ ସି ପରିସରରେ v ପାଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଶ୍ରୀଗୌରୀ ଶଙ୍କର ମାଝିଙ୍କ ସହ ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ