ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୋୖରାଞ୍ଚଳ ଶାସ୍ତ୍ରୀନଗରରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ସ୍ଥାନ ନିରୂପଣ ପାଇଁ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ୪ ଟା ରେ ଅନୁଷ୍ଠିତ ଏହି ସଭାରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ଏମ ସି ଏଲ ସି ଏସ୍ ଆର ବିଭାଗର ବରିଷ୍ଠ ଯନ୍ତ୍ରୀ ହେମ ସାଗର ତନ୍ତି , କାଉନସିଲର ମମତା ନାୟକ ମଞ୍ଚାସିନ ଥିଲେ l ଶାସ୍ତ୍ରୀ ନଗରରେ ଏମ ସି ଏଲ ପରିପାର୍ସିକ ଉନ୍ନୟନ ପାଣ୍ଠି ରୁ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ର ସ୍ଥାନ ନିରୂପଣ ନେଇ ଦେଖାଦେଇଥିବା ସମସ୍ୟା ଉପରେ ଉପସ୍ଥିତ ଗ୍ରାମବାସୀ ଙ୍କ ମତାମତ ନିର୍ବା