କଣ୍ଟାବାଞ୍ଜି: କନ୍ଧବାହାଲ ଆଜାଦ ବ୍ଳକ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଉପାଧ୍ୟକ୍ଷା ନିରୁପମା ଭାଜ
Kantabanji, Balangir | Sep 8, 2025
ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ କନ୍ଧବାହାଲ ଗାଁ ଆଜାଦ ବ୍ଳକ ପକ୍ଷରୁ ସଭାପତି ଚମ୍ପେଶ୍ଵର ବାଗ ଙ୍କ ନେତୃତ୍ବ ରେ...