କୋରାପୁଟ ସହର: କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ତରୁଣ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀ
Koraput Town, Koraput | Aug 28, 2025
କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ତରୁଣ କୁମାର ଦାସ ୨୦୨୫ ବର୍ଷ ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ଆସନ୍ତା ସେପ୍ଟେମ୍ବର ୫ତାରିଖ...