ଲାଞ୍ଜିଗଡ: ବଡକର୍ଲାକୋଟ ବଜାର ପଡା ପାଲଟିଛି ଡମ୍ପିଂ ୟାର୍ଡ ସଫା ହେଉନି ନାଳି ଘରେ ଘରେ ପସୁଛି ବର୍ଷା ପାଣି ପ୍ରବାସୀଙ୍କ ପ୍ରତିକ୍ରିୟା
Lanjigarh, Kalahandi | Aug 31, 2025
ଜୟପାଟଣା ବ୍ଲକ୍ ବଡକର୍ଲାକୋଟ ବଜାର ପଡା ଅବସ୍ଥା ଅତ୍ୟନ୍ତ ଦୟନୀୟ। ବଜାରର ସମସ୍ତ ବର୍ଜ୍ୟବସ୍ତୁ ପଡା ନିକଟରେ ଗଦାଇ ଦିଆ ଯାଉଛି। ଏହାସହ ବଜାରର...