ଦେବଗଡ: ତିଲେଇବଣି ଉଚ୍ଚ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦଘାଟିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ
Debagarh, Debagarh (Deogarh) | Aug 12, 2025
ଦେବଗଡ଼ ଜିଲ୍ଲା ତିଲେଇବଣି ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଆଜି ଖେଲୋ ଇଣ୍ଡିଆ ସେଣ୍ଟର ଉଦଘାଟିତ ହୋଇଯାଇଛି । ଆଜି ଦିନ ପ୍ରାୟ 12 ଟାରେ...