ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୪ସ୍ଥିତ ରାଉରକେଲା କଲେଜରେ ଅଧ୍ୟକ୍ଷ ଡ଼.ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ବୃକ୍ଷରୋପଣ ମହାଭିଯାନ
୨୦୨୫ ଅନୁଷ୍ଠିୟ ହୋଇଯାଇଛି
ସେପ୍ଟେମ୍ବର ୧୭ତାରିଖ ଡିନ ୧୧ଟା ସମୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ " ଗୋଟିଏ ବୃକ୍ଷ ମାଆ ନାମରେ " କାର୍ଯ୍ୟକ୍ରମଟି ରେଡ଼କ୍ରସ ସଂଯୋଜକ ମନୋଜ କୁମାର ଦଳେଇ ଏବଂ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର କରୁଣାକର ପାଟଶାଣି,ରଶ୍ମୀପ୍ରଭା ମଥାନ,ରଞ୍ଜିତା ପ୍ରଧାନ,ବନ୍ଦନା ସୋରେନ,ସମେତ ସମସ୍ତ ଅଧ୍ୟାପକ -ଅଧ୍ୟାପିକା, ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ୨୫୦ରୁ ଉର୍ଧ୍ଵ ଚାରା କଲେଜ ପରିସର ଓ ଝିରପାଣି ପଞ୍ଚାୟତ ସମିତି ଠାରେ ରୋପଣ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି bh