ନର୍ଲା: ଆଜି ବିଧାନସଭା ଗୃହରେ ଶୂନ୍ୟ କାଳରେ ମାନ୍ୟବର ବିଧାୟିକା ନର୍ଲା,ଶ୍ରୀମତୀ ମନୋରମା ମହାନ୍ତି ମ.ରାମପୁରକୁ NAC ମାନ୍ୟତା ଘୋଷଣା ପାଇଁ ଉପସ୍ଥାପନ
ମଦନପୁର ରାମପୁର କୁ ଏନ ଏସି ଘୋଷଣା ପାଇଁ ଦୀର୍ଘ ଦିନଧରି ଦାବି କରି ଆସୁଥିଲେ ସୁଧା ଏହାର କୌଣସି ସୁଫଳ ମିଳୁନଥିବା ବେଳେ ଆଜି ଏହାକୁ ନେଇ ନର୍ଲା ବିଧାୟିକା ମନୋରମା ମହାନ୍ତି ବିଧାନସଭାର ଶୂନ୍ୟ କାଳ ସମୟରେ ମଦନପୁର ରାମପୁର କୁ ଏନ ଏସି ମାନ୍ୟତା ଘୋଷଣା ପାଇଁ ଉପସ୍ଥାପନ କରିଥିବା ଜଣାପଡିଛି।