ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନା ଅନ୍ତର୍ଗତ ସାରସ୍ୱତ କଲୋନୀ ନିକଟରୁ ମୋବାଇଲ ଲୁଟ ଅଭିଯୋଗ, ଜଣେ ନାବାଳକ ଗିରଫ
ଧନୁପାଲି ଥାନା ଅନ୍ତର୍ଗତ ସାରସ୍ୱତ କଲୋନୀ ନିକଟରୁ ମୋବାଇଲ ଲୁଟ ଅଭିଯୋଗ, ଜଣେ ନାବାଳକ ଗିରଫ ମିଳିଥିବା ସୂଚନା ଅନୁଯାଇ ଏହି ଅଂଚଳ କାମ କରୁଥିବା ଶ୍ରମିକ ଙ୍କ ଠାରୁ ଜଣେ ନାବାଳକ ଧମକ ଦେଇ ମୋବାଇଲ ଲୁଟ କରି ଫେରାର ମାରିଥିଲା l ଏ ନେଇ ଥାନାରେ ଅଭିଯୋଗ ହେଇଥିଲା l ପୋଲିସ ଘଟଣା ତଦନ୍ତ ପରେ ଉକ୍ତ ନାବାଳକକୁ ଗିରଫ କରି 2ଟି ମୋବାଇଲ ଜବତ କରିଥିବା ସୂଚନା ମିଳିଛି l