ଡ଼ିସେମ୍ବର ୨୭ ତାରିଖ ସକାଳ ପ୍ରାୟ ୯ଟା ସମୟ ପାଖା ପାଖି N.I.T. ପରିସରରେ ୩୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଇନଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏହି ଅବସରରେ ବିଭିନ୍ନ ଇଞ୍ଜିନିୟରିଙ୍ଗ ବିଭାଗର ନୂତନ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି, ଏହି ଅବସରରେ କେନ୍ଦ୍ମନ୍ତ୍ରୀ ଶ୍ରୀ ପ୍ରଧାବ ବକ୍ତବ୍ୟରେ କହିଲେ ଆଜି ଲୋକାର୍ପିତ ଶିଳାନ୍ୟାସ ହୋଇଥିବା ପାଖାପାଖି ୨୦୦ କୋଟି ଟଙ୍କାର ନୂତନ ସୁବିଧା ସୁଯୋଗ ଗୁଡିକ ଦ୍ୱାରା ଛାତ୍ର ଛାତ୍ରୀମାନେ ଉପକୃତ ହେବେ ଏବଂ N.I.T. ରାଉରକେଲାର ପରିଚୟ ସୁଦୂରପ୍ରସାରି ହେଵ