Public App Logo
Jansamasya
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
No video available

ସୁନ୍ଦରଗଡ ସହର: ଭାଲୁବୁଡ ଗାଁ କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଆଜି ଅପରାହ୍ନ 12 ଟା ରେ ଧରୁଅଡିହି ଥାନା ଅନ୍ତର୍ଗତ ଭାଲୁ ବୁଡ ଗାଁର ଏକ ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି । ଏନେଇ ସ୍ଥାନୀୟ ସରପଂଚ ଓ ମୃତ ଯୁବକଙ୍କ ମାଆ ଧରୂଆ ଡିହି ଥାନାରେ ଏତଲା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।