ଭୁବନେଶ୍ୱର କ୍ଷେତ୍ର ର ଖଣି ସୁରକ୍ଷା ଉପନିର୍ଦ୍ଦେଶକ ୟୁ ଶିବଶଙ୍କର ଝାରସୁଗୁଡା ଜିଲ୍ଲା ର ସମଲେଶ୍ୱରୀ ଓ ଲଜକୁରା ଖୋଲାମୁହଁ କୋଇଲା ଖଣି ପରିଦର୍ଶନ କରି ଶ୍ରମିକ ଙ୍କ ସହ କଲେ ଆଲୋଚନା l ଆଜି ଅପରାହ୍ନ ୩ ଟା ରୁ ୪ ଟା ଯାଏଁ ପ୍ରାୟ ୪୫୦ ଜଣ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି ଭୁବନେଶ୍ୱର କ୍ଷେତ୍ର ର ଖଣି ସୁରକ୍ଷା ଉପନିର୍ଦ୍ଦେଶକ ୟୁ ଶିବଶଙ୍କର l ୟୁ. ଶିବଶଙ୍କର ସମସ୍ତ ସ୍ଥାନରେ ସୁରକ୍ଷା କାର୍ଯ୍ୟ ପ୍ରଣାଳୀ ଏବଂ କଲ୍ୟାଣ ସୁବିଧାଗୁଡ଼ିକର ସମୀକ୍ଷା କରିଛନ୍ତି l ଶ୍ରମିକ ମାନଂକୁ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିବା ସହ ଏକ କାର୍ଯ୍ୟକ୍