ଦିବ୍ୟ ଜୀବନ ସଂଘ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜ ସେବା ଗ୍ରାମର ଚାରିଟେବୁଲ ସୋସାଇଟି, ଗହମ ଦ୍ଵାରା ଅୟୋଜିତ କରାଯାଇଥିବା ଅଷ୍ଟମ ବାର୍ଷିକ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀ ର ଉଦଘାଟନ ଉତ୍ସବରେ ଯୋଗଦେଇ ଜୀବନର ମାହାତ୍ମ୍ୟ ଆଧ୍ୟାତ୍ମିକ ସାଧନା ଜଡିତ ତାହା ଜାଣିବା ସହ ପୂଜ୍ୟ ମହାତ୍ମା ସାଧୁ ସନ୍ଥ ଙ୍କ ଆଶୀର୍ବାଦ ନେଲି ଜିଲ୍ଲା ସ୍ତରୀୟ ଗୀତା ପାଠ ପ୍ରତିଯୋଗିତାରେ କୃତିତ୍ଵ ହେଇଥିବା ଶ୍ରେଷ୍ଠ 10 ଜଣ ଛାତ୍ରଛାତ୍ରୀ ଙ୍କୁ ଉପଢୌକନ ଦେଇ ସମ୍ମାନିତ କଲି ଛାତ୍ରଛାତ୍ରୀ ଙ୍କ ସଂସ୍କୃତ ଜ୍ଞାନ ଓ ଶ୍ଲୋକ ଆବୃତ୍ତି କୁନି 5 ବର୍ଷର ବିସ୍ମୟ ବାଳକ ଶ୍ରେୟାନ ର ସଂସ୍କୃତ ଆ