କଟକ ପୌରାଞ୍ଚଳ: ଖୁଣ୍ଟୁଣୀ ଥାନା ଅଧୀନ ଡାଳୁଅ ଓ ଖଣ୍ଡୁଆଳି ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ, ଗାତ ଖୋଳି ବେଆଇନ ଦେଶୀ ମଦ ଜବତ ସହ ୬ଟି ମାମଲା ରୁଜୁ
Cuttack M Corp PS, Cuttack | Sep 4, 2025
କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଅ ଓ ଖଣ୍ଡୁଆଳି ଜଙ୍ଗଲରେ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର...