ଓଡ଼ି୦୨ବିଏ୧୮୭୬ ନମ୍ବର ଥିବା ଏକ ସରକାରୀ ଆମ୍ବୁଲାନ୍ସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ଧରି କଟକ ବଡ ଡାକ୍ତରଖାନାକୁ ନେଉଥିଲା। କିନ୍ତୁ କଟକ ଯିବା ବଦଳରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ଯାଉଥିବା ବେଳେ ତ୍ରିଶୁଳିଆ ନିକଟରେ ଗୋଟିଏ କାର ପଛରେ ଧକ୍କା ଦେଇଥିଲା। ଫଳରେ କାଲି ଠାରୁ ଆମ୍ବୁଲାନ୍ସ ସେଠାରେ ପଡ଼ି ରହିଛି। ତେଣୁ ଘରୋଇ ମେଡ଼ିକାଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ଆମ୍ବୁଲାନ୍ସ କର୍ମଚାରୀ ମାନେ ରସିଦ୍ ରେ ତାରିଖ ଓ ଗାଡି ନମ୍ବର ଲେଖି ରୋଗୀଙ୍କୁ ନେଉଥିଲେ। ବର୍ତ୍ତମାନ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି କି ରୋଗୀଙ୍କ ଠାରୁ ନିର୍ଦ୍ଧାରି