ଦେବଗଡ: କୈଳାସ ଛକ ନିକଟରେ ଭାରସାମ୍ୟ ହରାଇ କାର ଦୁର୍ଘଟଣା, ଚାଳକଙ୍କ ସମେତ ଅଳ୍ପକେ ବର୍ତିଲେ ୩ ଯାତ୍ରୀ
Debagarh, Debagarh (Deogarh) | Aug 26, 2025
ଦେବଗଡ ଥାନା ଅନ୍ତର୍ଗତ କୈଳାସ ଛକ ନିକଟରେ ମଙ୍ଗଳବାର ଦିନ ପ୍ରାୟ ୧୨.୩୦ରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦେବଗଡ ପଟୁ...