କେନ୍ଦ୍ରାପଡା: କଳସପୁର ଗ୍ରାମରେ ରାସ୍ତା ଦୁରାବସ୍ତା,ମୁଖ୍ୟ ଉନୟନ ଅଧିକାରୀ କରିବେ ତଦନ୍ତ,ଜିଲାପାଳ ଅଫିସରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ରଘୁରାମ ଆର ଆୟର
Kendrapara, Kendrapara | Aug 25, 2025
କଳସପୁର ଗ୍ରାମରେ କଚା ରାସ୍ତାର ସୋଚନୀୟ ଅବସ୍ଥା ଯୋଗୁଁ ଜନସାଧାରଣ ହନ୍ତସନ୍ତ l ଏନେଇ ମୁଖ୍ୟ ଉନୟନ ଅଧିକାରୀ ଏହି ପରିସ୍ଥିତିର ଅନୁଧ୍ୟାନ କରି...