ବନ୍ତଳା ପୋଲିସ ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ଦୁଇଟି ଯାଗାରେ ଚଢାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଜଣ ବ୍ୟକ୍ତି ବିଦେଶୀ ମଦ ଧରି ଯାଉଥିବା ପୋଲିସ ଖବର ପାଇ ବେଡାଛକ ଓ ନୁଆଖେତା ଗ୍ରାମ ନିକଟରେ ଚଢ଼ାଉ କରିଥିଲେ। ବେଡାଛକ ଠାରୁ ତ୍ରିଲୋଚନ ସାହୁଙ୍କ ଠାରୁ ବିଭିନ୍ନ ପ୍ରକାରର ବିଦେଶୀ ମଦ ଦଶ ଲିଟରରୁ ଜବତ ହୋଇଛି। ସେହିପରି ନୁଆଖେତା ଗ୍ରାମର ଆକୁଳି ପ୍ରଧାନ ବେଆଇନ୍ ବିଦେଶୀ ମଦ ଧରି ଯାଉଥିବା ବେଳେ ବନ୍ତଳା ପୋଲିସ ଖବର ପାଇ ଚଢାଉ ବେଳେ ୬୫ ଲିଟରରୁ ଉର୍ଦ୍ଧ୍ଵ ଜବତ ହୋଇଛି। ବନ୍ତଳା ଅଞ୍ଚଳରେ ବିଦେଶୀ ମଦ ସହିତ ପାଉଚ୍ ମଦ ଗାଁ ଗ