କେନ୍ଦୁଝର ସହର: ଆସନ୍ତା କାଲି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବିଜୁଳିଘଡ଼ଘଡ଼ି ଓ ପବନ ନେଇ ୟେଲୋ ୱାନିଂ
ଆସନ୍ତା କାଲି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଓ ପବନ ହେବା ନେଇ ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ | ଆଜି ଅପରାହ୍ନରେ ୟେଲୋ ୱାନିଂ ଜାରି କରାଯାଇଛି।