ନୟାଗଡ: ଦଶପଲ୍ଲା ଥାନା ଭୋଗରା ଛକ ନିକଟରେ ନୟାଗଡ଼ ଦଶପଲ୍ଲା ରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ, ୫ଗୁରୁତର, ଅନେକ ଆହତ
Nayagarh, Nayagarh | Sep 5, 2025
ନୟାଗଡ଼ ଦଶପଲ୍ଲା ରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ, ୫ଗୁରୁତର, ଅନେକ ଆହତ, ଭୁବନେଶ୍ୱର ରୁ O.S.R.T.C ବସ୍ ଟି ଭବାନୀ ପାଟଣା ଅଭିମୁଖେ...