ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ପାନପୋଷ,ରାଜଗାଙ୍ଗପୁର,ବାଙ୍କୀ,ବିଶ୍ରା,କୁଆରମୁଣ୍ଡା,ବୀରମିତ୍ରପୁର ରେଞ୍ଜରେ ହାତୀମାନଙ୍କର ଉପସ୍ଥିତି ନେଇ ବନବିଭାଗର ସୂଚନା
ରାଉରକେଲା ବନଖଣ୍ଡ ତରଫରୁ ହାତୀମାନଙ୍କର ଉପସ୍ଥିତି ନେଇ ୬୬ଟି ବନବିଭାଗ ତରଫରୁ ଜଣାପଡିଛି।ପାନପୋଷ ରେଞ୍ଜରେ ୨ଟି ହାତୀ,ରାଜଗାଙ୍ଗପୁର ରେଞ୍ଜରେ ୧ଟି ହାତୀ,ବାଙ୍କୀ ରେଞ୍ଜରେ ୩ଟି ହାତୀ,ବିଶ୍ରା ରେଞ୍ଜରେ ୧ଟି ହାତୀ,କୁଆରମୁଣ୍ଡା ରେଞ୍ଜରେ ୫ଟି ହାତୀ ଓ ବୀରମିତ୍ରପୁର ରେଞ୍ଜରେ ୫୪ଟି ହାତୀଅଛନ୍ତି।ବିଭିନ୍ନ ଦଳ ଜଙ୍ଗଲରେ ହାତୀମାନଙ୍କର ଗତିବିଧି ଲକ୍ଷ୍ୟ କରିବାପାଇଁ ବନବିଭାଗ ତରଫରୁ ଆଜି ପହଞ୍ଚିଛନ୍ତି।