ରାୟଗଡା: ଗୁଡାରି ବ୍ଲକର କନ୍ଧଚାକୁଣ୍ଡା ଗ୍ରାମରେ ଖାତିଆନର ଦୁଇ ଖାନା ସଂଶୋଧନ ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ
Rayagada, Rayagada | Sep 4, 2025
ଗୁରୁବାର ଦିନ ଗୁଡାରି ବ୍ଲକର କନ୍ଧଚାକୁଣ୍ଡା ଗ୍ରାମରେ ଖାତିଆନ ର ଦୁଇ ଖାନା ସଂଶୋଧନ ନିମନ୍ତେ ଗୁଡାରି ତହସିଲଦାରଙ୍କ ଜନ ଶୁଣାଣି ଶିବିର...