କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଜୋନ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଗତ ଦୁଇ ବର୍ଷ ସରକାରଙ୍କ ରାଜ୍ୟ ବାସୀଙ୍କୁ ଅହେତୁକ ବୋଝ୍ ଦେଇ ଚାଲିଥିବା ନେଇ ଯଥା ଶିକ୍ଷା ସ୍ବାସ୍ଥ୍ୟ, ଗମନାଗମନ ସହ ଯୁବ ଗୋଷ୍ଠୀ ହାତକୁ କାମ, ଦର ଦାମ ଉପରେ ବର୍ଷୀ ଥିଲେ ଯୁବ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଭାତ ଗୁରୁ ମାଇ l ନିର୍ବାଚନ ବେଳେ ଗ୍ରାମ ଅଂଚଳ ମା ମାନଂକୁ ଠାରୁ ଭତ୍ତା ଧାରୀ ମାନଂକୁ ପ୍ରଳଭୋନ ଦେଖାଈ କେବଳ ପୂର୍