ଟିଟିଲାଗଡ: ଟିଟିଲାଗଡ଼ ସତ୍ୟ ସାଇ ବାବା ସେବା ସମିତି ତରଫରୁ ନିଶୁଳ୍କ ସିକଲିନ୍ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର ଅନୁଷ୍ଠିତ
Titlagarh, Balangir | Aug 31, 2025
ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ନିଶୁଳ୍କ ସିକଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର ସହରର ନୀଳଚକ୍ର ନଗର ସ୍ଥିତ ସତ୍ୟ...