କଣ୍ଟାମାଳ: ମଳିକପଦର ରୁ 7ଲିଟର ଦେଶୀ ମଦ ସହ ମଦବେପାରୀ ଗିରଫ
ମଳିକପଦର ରୁ 7ଲିଟର ଦେଶୀ ମଦ ସହ ମଦବେପାରୀ ଗିରଫ କଣ୍ଟାମାଲ ଅବକାରୀ ବିଭାଗ ପକ୍ଷରୁ ଆଜି ଏକ ଟିମ ମଳିକପଦର ଗ୍ରାମରେ ଚଢ଼ାଉ କରି ରାଜ କୁମାର ସାହୁ ନିକଟରୁ 7ଲିଟର ଦେଶୀ ଜବତ କରିବା ସହ କୁଚିଆ ମଦବେପାରୀ କୁ ମଧ୍ୟ୍ୟ ଗିରଫ କରିଥିଲା ଅବକାରୀ ବିଭାଗ ତେବେ ଏକ ମାମଲା ରୁଜୁ କରି କୋଟଚାଲାଣ କରିଥିବା ନେଇ ରାତି 8ଘଣ୍ଟା ସମୟ ରେ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି