ସିନିଅର ଆସିଷ୍ଟାଣ୍ଟ ବାସୁଦେବ ଭୋଇ ଙ୍କ ଘରେ ଭିଜିଲାନ୍ସ ରେଡ ମାମଲା , ତାଙ୍କ ଠାରୁ ୧ କୋଟି ୩୫ ଲକ୍ଷ ଟଙ୍କାର ପ୍ଲଟ ଜବତ , ମୋଟ ଘର ସହ ୧ କୋଟି ୭୨ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ l ମୋଟ ଚାରୋଟି ସ୍ଥାନରେ ହୋଇଥିଲା ରେଡ , ଆୟର ୮୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ l ଆଜି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଏସପି l ମୋଟ ୧୬ ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ l