ଆଜି ଜାନୁଆରୀ 30 ତାରିଖ ଶୁକ୍ରବାର ସନ୍ଧ୍ୟା 6 :45 ମିନିଟ ପାଖାପାଖି ସମୟରେ ଅପହୃତ ନାବାଳିକାଙ୍କ ମା' ଧରୁଆ ଡିହି ଥାନାରେ ଲିଖିତ ସୂଚନା ଦେଇଛନ୍ତି। ତାଙ୍କ ସୂଚନା କ୍ରମେ ଧରୁଆ ଡିହି ପୋଲିସ ଧରୁଆ ଡିହି ଥାନା କେଶ ନମ୍ବର 31ରେ ଏକ ଅପହରଣ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ନା ବାଳିକା ଜଣଙ୍କ ସୁନ୍ଦରଗଡ଼ ସହରରେ କୌଣସି ଏକ ସଂସ୍ଥାରେ କାମ କରିବାକୁ ଆସି ଅପହୃତ ହୋଇଥିବା ଜଣା ପଡ଼ିଛି।