ନବରଙ୍ଗପୁର ପୋଲିସ ଷ୍ଟେସନ: ଆରସିଡ଼ି ହାଇସ୍କୁଲ ରେ ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ
ଆରସିଡ଼ି ହାଇସ୍କୁଲ ରେ ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ସ୍ଥାନୀୟ ଆରସିଡ଼ି ହାଇସ୍କୁଲ ରେ ଆଞ୍ଚଳିକ ସ୍ତରୀୟ ନାଟକ ପ୍ରତିଯୋଗୀତା ର ଶୁଭରାମ୍ଭ ହେଇଯାଇଛି, ଚଳିତ ବର୍ଷର ବିଷୟ ବସ୍ତୁ ରହିଥିଲା ମାନବ ଜାତିର କଲ୍ୟାଣ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଏହି ପ୍ରତିଯୋଗୀତାରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଛାତ୍ର ଛାତ୍ରୀ ଭାଗ ନେଇଥିଲେ