#jansamsya ଏହା ନାମକୁ ମାତ୍ର ମୋଡେଲ ସ୍ୱର୍ଗଦ୍ୱାର ବ୍ୟବସ୍ଥା କିଛି ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି l ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦ ଜାତୀୟ ରାଜପଥ-୪୯ କଡ଼ରେ ୧ କୋଟି ୯ ଲକ୍ଷ ୭୪ ହଜାର ୨ ଶହ ଟଙ୍କା ବିନିଯୋଗ ରେ ଏହି ମୋଡେଲ ସ୍ୱର୍ଗଦ୍ୱାର ନିର୍ମାଣ ହୋଇଛି l ମୃତ ବ୍ୟକ୍ତି ଙ୍କ ଶେଷକୃତ୍ୟ ସୁରୁଖୁରୁରେ ସମାପନ କରିବା ପାଇଁ ଏହି ସ୍ୱର୍ଗଦ୍ୱାର ନିର୍ମାଣ କରାଯାଇଛି l ହେଲେ କାଠ, ପାଣି, ବିଦ୍ୟୁତ, ପାନୀୟ ଜଳ,