Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଲକ୍ଷ୍ମୀପୁର: ମକର ସଂକ୍ରାନ୍ତି ଓଡ଼ିଆ ପରମ୍ପରାର ଏକ ବିଶେଷ ଦିନ,ଏହାକୁ ବିଭିନ୍ନ ସମ୍ପ୍ରଦାୟର ଲୋକ ବିଭନ୍ନ ଢଙ୍ଗରେ ପାଳନକରନ୍ତି,ବନ୍ଧୁଗାଁରେ ଧୁମଧାମରେ ପାଳନ

Lakshmipur, Koraput | Jan 15, 2026
ମକର ସଙ୍କ୍ରାନ୍ତି ଓଡ଼ିଆ ପରମ୍ପରାର ଏକ ବିଶେଷ ଦିନ। ଏହାକୁ ବିଭିନ୍ନ ସର୍ମ୍ପଦାୟର ଲୋକ ବିଭନ୍ନ ଢଙ୍ଗରେ ପାଳନ କରନ୍ତି। ଖାସ କରି ତେଲୁଗୁ ସର୍ମ୍ପଦାୟର ଲୋକେ ଏହାକୁ ତିନି ଦିନ ଧରି ବହୁ ଧୁମଧାମରେ ପାଳନ କରିଥାନ୍ତି।ଏହି ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ସଂଧ୍ଯା ୭ଟା ସମୟରେ ଦେଖିବାକୁ ମିଳିଛି ବନ୍ଧୁଗାଁ ବ୍ଲକ ଉତ୍ସବ ମୁଖର ହୋଇ ଉଠିଥିବା।

MORE NEWS