ଢେଙ୍କାନାଳ ସଦର: ଢେଙ୍କାନାଳ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଥିବା ଯୁବକଙ୍କ ମ୍ରୃତ୍ୟକୁ ନେଇ ଗ୍ରାମବାସୀଙ୍କ ଶବରଖି ରାସ୍ତା ଅବରୋଧ
Dhenkanal Sadar, Dhenkanal | Sep 13, 2025
ଢେ଼ଙ୍କାନାଳ ଅବକାରୀ ବିଭାଗ ଦ୍ଵାରା ଗତ ୧୧ ତାରିଖ ଦିନ ଗିରଫ ହୋଇଥିବା ବେଣୁଧର ସେନାପତି ୪୨ ବର୍ଷ ନାମକ ଯୁବକ ଙ୍କର ମୃତ୍ୟୁ ଦେହ ଆଜି ତା ୧୩।୯...