ଲାଞ୍ଜିଗଡ: ସରକାରୀ (SSD) ହାଇସ୍କୁଲ, କାଉଗୁଡା, ଠାରେ ୨୬ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ୩ଦିନିଆ ଆବାସିକ -ତାଲିମ ଶିବିର ଉଦଯାପିତ
ଚଳିତ ମାସ ୦୫ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୨୬ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ୩ଦିନିଆ ଆବାସିକ -ତାଲିମ ଶିବିର ଉଦଯାପିତ ହୋଇଯାଇଛି। ତିନି ଧରି ୨୫୦ଉର୍ଧ ଛାତ୍ରୀମାନଙ୍କୁ ଉକ୍ତ ତାଲିମ ଶିବିର ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧକ୍ଷା କମଳା ପାତ୍ର ଯୋଗଦେଇ ଥିଲେ।