କଣ୍ଟାମାଳ: ଖଟଖଟିଆ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଟଖଟିଆ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟକ ଭାବେ କଣ୍ଟାମଳ ବିଇଓ ଅଶୋଭ ରଞ୍ଜନ ମାଳି ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥିଭାବେ ଏବିଓ ଦୁର୍ଗା ଚରଣ ପ୍ରଧାନ, ନୀଳମଣି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ. କ୍ଲଷ୍ଟର ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ସ୍କୁଲରେ ଛାତ୍ର ଛାତ୍ରୀ ବିଭିନ୍ନ ନୃତ୍ୟ ପରିବେଷଣ କରିବା ସହ ଚିତ୍ରାଙ୍କନ ସହ ବିଭିନ୍ନ ପ୍ରତିଯୋଗିତା ହୋଈଥିଲା