ସୂର୍ଯ୍ୟ ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ ପୂଜା । ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟ ମାନେ ଥାନ୍ତି ଏହି ପର୍ବ କୁ ବହୁତ ଉତ୍ସାହ ର ସହିତ ପାଳନ କରିଥାନ୍ତି । ଏହି ମର୍ମ ରେ ଆଜି ଅତି ଆନନ୍ଦ ଉତ୍ସାହ ର ସହ ଅତାବିରାରେ ମଧ୍ଯ ଛଟ୍ ପୂଜା ପାଳନ ହୋଇଯାଇଛି । ଅତାବିରା ସାର୍ବଜନୀନ ଛଟ ପୂଜା କମିଟି କମିଟି ଦ୍ଵାରା ଆୟୋଜିତ ହୋଇଥିଲା