ଅତାବିରା: ଶିକ୍ଷକ ନିଯୁକ୍ତି ଦାବୀନେଇ ଅତାବିରା ବିଇଓ ଅଫିସ ଛାତ୍ରଛାତ୍ରୀ ଓ ଅଭିଭାବକ
ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ଦୀର୍ଘଦିନ ଧରି ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ଧ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଇ ନାହିଁ ଯାହା ଫଳରେ ଆଜି ଶନିବାର ସକାଳ ୧୦ଟାରୁ ଅତାବିରା ବ୍ଲକ ଝିଲିମିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦ ଅତାବିରା ବିଇଓ ଅଫିସ ଘେରାଉ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ବଢେଇକଂ ନେତୃତ୍ବରେ |