ସମ୍ବଲପୁର ଧନୁପାଲି ଛକ ନିକଟସ୍ଥ ମହାବୀର ପଡା ରେ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ l , ସମ୍ବଲପୁର -ଦେବଗଡ଼ ଜାତୀୟ ରାଜପଥ ଅବରୋଧ କଲେ ଅଞ୍ଚଳ ବାସୀ l ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି l ଗତକାଲି ସନ୍ଧ୍ୟା ପ୍ରାୟ 6.30 ସମୟରେ ମହାବୀର ପଡା ଅଞ୍ଚଳର ଅନ୍ତର୍ଯାମୀ ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତି ସାନ୍ଧ୍ୟ ଭ୍ରମଣ କରୁଥିବା ବେଳେ ଏକ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା l ଯାହାଫଳରେ ଆନ୍ତର୍ଜାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା l ତେବେ କ୍ଷତିପୂରଣ ପାଈଁ ଆଜି ମୃତ ଦେହ କୁ ଜାତୀୟ ରାଜପଥ ରେ ରଖି ସ୍ଥାନୀୟ ରାସ୍ତାରୋକ କ