ହାତୀବାରି ଖେଳପଡିଆରେ ମହା ଆଡମ୍ବରରେ ଜଗଦାତ୍ରୀ ପୂଜାର ଅଷ୍ଟମୀ ପୂଜା ପାଳିତ ହୋଇଯାଇଛି।ଏଥିରେ ପୂଜକଭାବେ ବିକି ପଣ୍ଡା ପୂଜାକାର୍ଯ୍ୟ ତୁଲାଇଥିବାବେଳେ କର୍ତ୍ତାଭାବେ ଆକାଶ ରଣା ଉପସ୍ଥିତ ଥିଲେ। ଏଥିରେ ୧୦୮ଦୀପ ପ୍ରଜ୍ବଳନ କରାଯାଇଥିଲା।ପରେ ଯଥାଵିଧି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ଏଥିରେ ଆକାଶ ଶେଖର ଦେଓ,ସୁନ୍ଦର ବଡାଇକ,ପ୍ରସନ୍ନ ଦାସ,ରଥୁ ବଡାଇକ,ଅମିତ ବାରିକ,ସାଗର ନାୟକ,ଅମିତ ସାହୁ ପ୍ରମୁଖ ସହଯୋଗ କରିଥିଲେ।