ବୌଦ୍ଧ ସଦର: କୁମାରୀ ଗ୍ରାମରୁ ୫୦କେଜି ଜଙ୍ଗଲୀ ବାରାହା ମାଂସ ଓ ଶିକାର ପାଇଁ ବ୍ୟବହୃ ତାର ଜବତ କରିବା ସହିତ ଶିକାରୀକୁ ମାଡି ବସିଲା ଜଙ୍ଗଲ ବିଭାଗ
ଆଜି ଅପରାନ୍ହ ୪ଟା ସମୟ ପ୍ରାପ୍ତ ସୂଚନା ଅନୁସାରେ l ହରାଭଙ୍ଗା ବ୍ଲକର କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର କୁମାରୀ ଗ୍ରାମର ବିଟ ନାଳରେ ବିଦ୍ୟୁତ ତାର ବିଛାଇ ଜଙ୍ଗଲୀ ବାରହା ଶିକାର କରିବା ପଡିଲା ମାହାଙ୍ଗା l ଜଙ୍ଗଲୀ ବାରାହା ମାଂସ କାଟି ଭାଗ କରୁଥିବା ବେଳେ ମାଡି ବସିଲା ଜଙ୍ଗଲ ବିଭାଗ l ମାଂସ ସହିତ କଟୁରୀ, ଛୁରୀ, ବାରହା ଶିକାରରେ ବ୍ୟବହୃତ ଇଲେକ୍ଟ୍ରି ତାର, ଜେଇ ତାର ଜବଦ ଓ ଜଣେ ଆସାମୀ ଗିରଫ l ମୁଖ୍ୟ ଆସାମୀ ଘଟଣା ସ୍ଥଳରୁ ଫେରାର ମାରିବାରେ ସଫଳ l