ଥାଇଲାଣ୍ଡ ରେ ଅନୁଷ୍ଠିତ ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ଗୋବିନ୍ଦ ଦୁବେ ଝାରସୁଗୁଡା ରେ ଦେଲେ ପ୍ରତିକ୍ରିୟା l ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ୩୦ ରେ ସେ ଝାରସୁଗୁଡା ରେ ପ୍ରତିକ୍ରିୟା ଦେଇ କହିଛନ୍ତି ଆଗକୁ ଏସିଏନ ଗେମ୍ସ, କମନୱେଲଥ ଗେମ୍ସରେ ଭଲ ପ୍ରଦର୍ଶନ କରିବାର ଲକ୍ଷ ରଖିଛନ୍ତି l ଗୋବିନ୍ଦ ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ରେ ପୁରୁଷ ଲଙ୍ଗ ଜମ୍ପ ଏବଂ ୨୦୦ ମିଟର ରେ ସ୍ୱର୍ଣ ଜିତିଛନ୍ତି l