୨୬ ନଂ ଜାତୀୟ ରାଜପଥ ଏଚଡିଏଫସି ବ୍ୟାଙ୍କ୍ ସମ୍ମୁଖରେ ଏକ ଟ୍ରକ ୭ରୁ ଉର୍ଦ୍ଧ୍ବ ବାଇକ ସହ ମୋବାଇଲ କେସ ଭେନ ଏବଂ ପିକଅପ ଭ୍ୟାନକୁ ଧକ୍କା ଦେଇ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇ ଅଟକିଥିଲା। ରାସ୍ତା ଉପରେ ଓଲଟି ପଡିଲା ମୋବାଇଲ କେସ ଭେନ ସହ ପିକଅପ ଭେନ , ଦୁର୍ଘଟଣାରେ ଗୁଣ୍ଡ ହୋଇଗଲା ୭ ବାଇକ୍ । ଇଲେକ୍ଟ୍ରି ପୋଲ ସମ୍ପୁର୍ଣ୍ଣ ଭାଙ୍ଗି ଯାଇ ଡ୍ରାଇଭର ଗୁରୁତର ଆହତ ହୋଇ ଫସି ରହିଥିଲେ।